ମୁଁ-ଜଣେ-ଶ୍ରମିକ-ଏକ-ଦାୟିତ୍ୱ-ନୁହେଁ

Chandigarh, Punjab

Aug 07, 2020

ମୁଁ ଜଣେ ଶ୍ରମିକ, ଏକ ଦାୟିତ୍ୱ ନୁହେଁ

ମାର୍ଚ୍ଚ ୨୫ ର ଲକ୍‌ଡାଉନ୍‌ ପରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କର ଗଣ ପଳାୟନ କବି ତଥା ଚିତ୍ରକରଙ୍କ କଳ୍ପନାକୁ ବଢ଼ାଇ ଦେଇଛି । ଏହି କବିତା ଶ୍ରମିକମାନଙ୍କ ସହିତ କାରବାର କରିବାରେ ଆମର ଅନେକ କପଟତାକୁ ଭର୍ତ୍ସନା କରେ

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Anjum Ismail

ଅଞ୍ଜୁମ ଇସମାଇଲ ଚଣ୍ଡିଗଡ଼ର ମୋହାଲିରେ ରହୁଥିବା ଜଣେ ସ୍ୱାଧୀନ ଲେଖକ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।