ମୁଁ-କେବଳ-ମୋ-ଘରେ-ରହିବାକୁ-ଚାହେଁ

Bastar, Chhattisgarh

Dec 09, 2019

‘ମୁଁ କେବଳ ମୋ ଘରେ ରହିବାକୁ ଚାହେଁ’

ଛତିଶଗଡ଼ର ଗଣ୍ଡ ଆଦିବାସୀ ଗଙ୍ଗେ ସୋଢୀ, କ୍ଷେତ କାମ, ରୋଷେଇ, ଜଙ୍ଗଲଜାତ ଦ୍ରବ୍ୟ ଆଣିବା, ହାଟ ପାଇଁ ମହୁଲି ମଦ ତିଆରି କରିବାରେ ତାଙ୍କ ଦିନ କଟେ। ସ୍କୁଲ ପାଇଁ ଛାତ୍ରଛାତ୍ରୀମାନେ ପରୀ ପାଇଁ ପ୍ରସ୍ତୁତ କରିଥିବା କାହାଣୀ।

Want to republish this article? Please write to [email protected] with a cc to [email protected]

Author

Manasa Kashi and Namitha Muktineni

ମାନସ କାଶୀ (ଏକାଦଶ ଶ୍ରେଣୀ) ଓ ନମିତା ମୁଲତିନେନି (ଦ୍ୱାଦଶ ଶ୍ରେଣୀ) ଙ୍କୁ ୧୬ ବର୍ଷ। ସେମାନେ ସେଣ୍ଟର ଫର ଲର୍ଣ୍ଣିଂ ବାଙ୍ଗାଲୋରର ଛାତ୍ର

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।