ମୁଁ-କୃଷକମାନଙ୍କ-ସମସ୍ୟା-ଉପରେ-ସଚେତନତା-ସୃଷ୍ଟି-କରିବାକୁ-ଗୀତ-ଗାଉଛି

Kota, Rajasthan

Feb 18, 2021

‘ମୁଁ କୃଷକମାନଙ୍କ ସମସ୍ୟା ଉପରେ ସଚେତନତା ସୃଷ୍ଟି କରିବାକୁ ଗୀତ ଗାଉଛି’

ନାସିକ ଜିଲ୍ଲାର ଭୀଲ ଆଦିବାସୀ କୃଷି ଶ୍ରମିକ ତଥା ଗାୟିକା - ସଙ୍ଗୀତକାର ୧୬ ବର୍ଷୀୟ ସବିତା ଗୁଞ୍ଜଲ ନିଜର ଚମତ୍କାରୀ ସଂଗୀତ ମାଧ୍ୟମରେ ମହାରାଷ୍ଟ୍ରର କୃଷକମାନଙ୍କ ଦ୍ୱାରା ଜାଠରେ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତଙ୍କୁ ବିମୋହିତ କରିବା ପାଇଁ ସଂକଳ୍ପବଦ୍ଧ ଥିଲେ

Want to republish this article? Please write to [email protected] with a cc to [email protected]

Author

Shraddha Agarwal

ଶ୍ରଦ୍ଧା ଅଗ୍ରୱାଲ୍‌ ପିପୁଲ୍‌ସ ଆର୍କିଭ୍‌ ଅଫ୍‌ ରୁରାଲ୍‌ ଇଣ୍ଡିଆରେ ରିପୋର୍ଟର ଓ କଣ୍ଟେଣ୍ଟ ଏଡିଟର୍‌ ଭାବେ କାମ କରନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।