ମା-ଦୁର୍ଗାଙ୍କ-ସେବାରେ-ଢାକି

Agartala, Tripura

Oct 11, 2021

ମା’ ଦୁର୍ଗାଙ୍କ ସେବାରେ ଢାକି

ଚଳିତବର୍ଷ ଅକ୍ଟୋବର ୧୧ ତାରିଖରୁ ଦୁର୍ଗାପୂଜା ଆରମ୍ଭ ହେଉଥିବାରୁ ଅଗରତାଲାର ଢାକିମାନଙ୍କର ଡ୍ରମ୍‌ର ଶବ୍ଦ ଶୁଣାଯିବା ଆରମ୍ଭ ହେଲାଣି। ଅନ୍ୟ ସମୟରେ ଏହି ବାଦକମାନେ ସାଇକେଲ୍‌ ରିକ୍ସା ଚଳାନ୍ତି ବା ବୁଲା ବିକାଳି ଭାବେ କାମ କରନ୍ତି । ଏମାନେ ଚାଷ କାମ, ପାଣି ପାଇପ୍‌ କାମ ଏବଂ ଇଲେକ୍ଟ୍ରିସିଆନ୍‌ ଭାବେ ମଧ୍ୟ କାମ କରନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sayandeep Roy

ସନ୍ଦୀପ ରୟ ତ୍ରିପୁରା, ଅଗରତାଲାର ଜଣେ ମୁକ୍ତବୃତ୍ତି ଫଟୋଗ୍ରାଫର। ସେ ସଂସ୍କୃତି, ସମାଜ ଏବଂ ସାହସିକ କାହାଣୀ ଉପରେ ଲେଖନ୍ତି ଏବଂ ସେ ବ୍ଲିଙ୍କର ସମ୍ପାଦକ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।