ମାଡ଼-ଖାଇ-ମଧ୍ୟ-ମୁଣ୍ଡ-ନୋଇଲେ-ନାହିଁ-ସୁନନ୍ଦା-ସାହୁଙ୍କ-ନିରବ-ସଂଘର୍ଷର-କାହାଣୀ

Dhenkanal, Odisha

Oct 25, 2018

ମାଡ଼ ଖାଇ ମଧ୍ୟ ମୁଣ୍ଡ ନୋଇଲେ ନାହିଁ ସୁନନ୍ଦା ସାହୁଙ୍କ ନିରବ ସଂଘର୍ଷର କାହାଣୀ

ସୁନନ୍ଦା ଦୁଇଟି ଅପରାଧ କରିଥିଲେ-ମୂଳ ଅପରାଧଟି ଥିଲା ଭଲପାଇବା ଏବଂ ଦ୍ୱିତୀୟଟି ଥିଲା ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ନିହାଲ ପ୍ରସାଦ ଗାଁରେ ଥିବା ତାଙ୍କ ପାରିବାରିକ ସମ୍ପତ୍ତିରୁ ଆଇନଗତ ଭାବେ ଭାଗ ଦାବି କରିବା । ଏଥିପାଇଁ ତାଙ୍କୁ ଖୁବ୍ ଅଧିକ ମୂଲ୍ୟ ଦେବାକୁ ପଡ଼ିଛି ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Puja Awasthi

ଲେଖକ ପରିଚୟ: ପୂଜା ଅୱସ୍ତି ଜଣେ ମୁକ୍ତବୃତ୍ତି ଖବରକାଗଜ ଓ ଅନ୍ଲାଇନ୍ ସାମ୍ବାଦିକ। ଲକ୍ଷ୍ନୌରେ ରହୁଥିବା ପୂଜା ଜଣେ ଉଦୀୟମାନ ଫଟୋଗ୍ରାଫର। ସେ ଯୋଗ, ଭ୍ରମଣ ଓ ସବୁ ହାତ ତିଆରି ଜିନିଷକୁ ଭଲ ପାଆନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।