ମାଳାରେ-ଗୁନ୍ଥା-ହୋଇଥିବା-ଫୁଲ-ଭଳି-ନୃତ୍ୟ

Bastar, Chhattisgarh

Apr 10, 2021

‘ମାଳାରେ ଗୁନ୍ଥା ହୋଇଥିବା ଫୁଲ ଭଳି ନୃତ୍ୟ’

ଶୀତ ମାସଗୁଡ଼ିକରେ ପଡ଼ୁଥିବା ସମାରୋହ ଓ ଉତ୍ସବ ସମୟରେ, ଛତିଶଗଡ଼ର ଗୋଣ୍ଡ ସମ୍ପ୍ରଦାୟର ଯୁବକ ଓ ଯୁବତୀମାନେ ହୁଲ୍କୀ ମାଣ୍ଡରୀ ଓ କୋଲାଙ୍ଗ ନୃତ୍ୟ କରିବା ଲାଗି ଏକ ସଙ୍ଗେ ଯାତ୍ରା କରିଥାନ୍ତି ଏବଂ ରେଲା ଗୀତ ଗାଇଥାନ୍ତି।

Want to republish this article? Please write to [email protected] with a cc to [email protected]

Author

Purusottam Thakur

ପୁରୁଷୋତ୍ତମ ଠାକୁର ୨୦୧୫ ର ଜଣେ ପରି ଫେଲୋ । ସେ ଜଣେ ସାମ୍ବାଦିକ ଏବଂ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା । ସେ ବର୍ତ୍ତମାନ ଅଜିମ୍‌ ପ୍ରେମ୍‌ଜୀ ଫାଉଣ୍ଡେସନ ସହ କାମ କରୁଛନ୍ତି ଏବଂ ସାମାଜିକ ପରିବର୍ତ୍ତନ ପାଇଁ କାହାଣୀ ଲେଖୁଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।