ମାଛ-ଅବଶେଷ-ବିକ୍ରି-କରୁଥିବା-ପୁଲିଙ୍କ-ଦୁଃଖ

Cuddalore, Tamil Nadu

Mar 07, 2022

ମାଛ ଅବଶେଷ ବିକ୍ରି କରୁଥିବା ପୁଲିଙ୍କ ଦୁଃଖ

ତାମିଲନାଡ଼ୁର କଡ଼ଲୁର୍ ବନ୍ଦରରେ ୭୫ ବର୍ଷ ବୟସ୍କା ଭାନୁମତି ବା ‘ପୁଲି’, ଜୀବନ ନିର୍ବାହ କରିବା ଲାଗି ମାଛ ଅବଶେଷ ବିକ୍ରି କରିଥାନ୍ତି । ସେ ଓ ଅନ୍ୟ ମହିଳାମାନେ ଏଠାରେ ବହୁ ଦଶନ୍ଧି ଧରି ଶ୍ରମିକ ଭାବେ କାମ କରି ଆସୁଛନ୍ତି, କିନ୍ତୁ ସେମାନଙ୍କୁ ଏଯାଏ ଶ୍ରମିକ ମାନ୍ୟତା ମିଳିପାରି ନାହିଁ

Translator

OdishaLIVE

Want to republish this article? Please write to [email protected] with a cc to [email protected]

Text

Nitya Rao

ନିତ୍ୟା ରାଓ ଇଂଲଣ୍ଡର ନରୱିଚ୍ ସ୍ଥିତ ୟୁନିଭର୍ସିଟି ଅଫ୍ ଇଷ୍ଟ ଆଙ୍ଗ୍ଲିଆରେ ଲିଙ୍ଗ ଓ ବିକାଶ ବିଭାଗର ପ୍ରାଧ୍ୟାପିକା ଅଛନ୍ତି। ମହିଳା ଅଧିକାର, ନିଯୁକ୍ତି ଏବଂ ଶିକ୍ଷା କ୍ଷେତ୍ରରେ ଜଣେ ଗବେଷିକା, ଶିକ୍ଷୟିତ୍ରୀ ଓ କର୍ମୀ ଭାବେ ସେ ତିନି ଦଶନ୍ଧି ଧରି ବ୍ୟାପକ ଭାବେ କାମ କରିଆସିଛନ୍ତି।

Photographs

Alessandra Silver

ଇଟାଲି ଜନ୍ମିତ ଆଲେଜାଣ୍ଡ୍ରା ସିଲ୍‌ଭର୍‌ ପୁଡୁଚେରୀର ଅରୋଭିଲ୍ଲେରେ ଅବସ୍ଥାପିତ ଜଣେ ଚଳଚ୍ଚିତ୍ର ନିର୍ମାତା, ଆଫ୍ରିକା ଉପରେ ନିଜର ଚଳଚ୍ଚିତ୍ର ପ୍ରଯୋଜନା ଓ ଫଟୋ ରିପୋର୍ଟ ପାଇଁ ତାଙ୍କୁ ଏକାଧିକ ପୁରସ୍କାର ମିଳିଛି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।