ମାକୋ-ଲିଙ୍ଗିଙ୍କର-ଅନେକ-ଝୁଡ଼ି

Dibang Valley, Arunachal Pradesh

Nov 26, 2019

ମାକୋ ଲିଙ୍ଗିଙ୍କର ଅନେକ ଝୁଡ଼ି

ଅରୁଣାଚଳ ପ୍ରଦେଶରେ ଆହୁନ୍ଲି ଗାଁର ଜଣେ ଝୁଡ଼ି ବୁଣାଳି ଏବଂ ଇଦୁ ମିଶମି ସଂପ୍ରଦାୟର ବୟୋଜ୍ୟେଷ୍ଠ ମାକୋ ଲିଙ୍ଗି, ସେଇ ପୁରୁଣା କାଳକୁ ମନେ ପକାନ୍ତି, ଯେତେବେଳେ ସାମଗ୍ରୀ ବିନିମୟ ଥିଲା ଜୀବନର ଏକ ଅଂଶ ଏବଂ ବଞ୍ଚି ରହିବାକୁ ଝୁଡ଼ି ବୁଣିବା ଥିଲା ଆବଶ୍ୟକତା

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sweta Daga

ଶ୍ୱେତା ଡାଗା ବାଙ୍ଗାଲୋରର ଜଣେ ଲେଖିକା ଓ ଫଟୋଗ୍ରାଫର ଏବଂ ୨୦୧୫ର PARI ଫେଲୋ । ସେ ବିଭିନ୍ନ ମଲ୍‌ଟି ମିଡିଆ ପ୍ରକଳ୍ପରେ କାର୍ଯ୍ୟରତ ଏବଂ ଜଳବାୟୁ ପରିବର୍ତ୍ତନ, ଲିଙ୍ଗଗତ ସମସ୍ୟା ଏବଂ ସାମାଜିକ ଅସମାନତା ବିଷୟରେ ଲେଖନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।