ମହୁମାଛି-ଦଂଶନ-ଓ-ବ୍ୟାଘ୍ର-ହିଂସା

North 24 Parganas, West Bengal

Feb 19, 2019

ମହୁମାଛି ଦଂଶନ ଓ ବ୍ୟାଘ୍ର ହିଂସା

ସୁନ୍ଦରବନର ‘ମଉଲି’ ବା ମହୁ ସଂଗ୍ରାହକମାନେ ଘନ ଓ ଭୟଙ୍କର ଜଙ୍ଗଲରେ ସୁରକ୍ଷାର କୌଣସି ବ୍ୟବସ୍ଥା ନଥାଇ କାମ କରିଥାନ୍ତି- କୁମ୍ଭୀର, ବାଘଙ୍କ ସମ୍ମୁଖୀନ ହୋଇଥାନ୍ତି ଓ ବନ ବିଭାଗ କର୍ମଚାରୀଙ୍କ ହୁକୁମ ମଧ୍ୟ ମାନିଥାନ୍ତି ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Urvashi Sarkar

ଉର୍ବଶୀ ସରକାର ହେଉଛନ୍ତି ଜଣେ ସ୍ୱାଧୀନ ସମ୍ବାଦିକା ଓ ୨୦୧୬ ପରୀ ଫେଲୋ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।