ମହିଳାମାନେ---ସବୁଠି-ରହିବା-ଉଚିତ୍‌

Faizabad, Uttar Pradesh

Jan 18, 2022

‘ମହିଳାମାନେ - ସବୁଠି ରହିବା ଉଚିତ୍‌’

ନିକଟରେ ଉତ୍ତରପ୍ରଦେଶର ଫୈଜାବାଦରେ ଅନୁଷ୍ଠିତ ଏକ କୁସ୍ତି ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ମହିଳାମାନେ ଅଂଶଗ୍ରହଣ କରିଛନ୍ତି, ବୋଧହୁଏ ଏହା ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ର ‘ଦଙ୍ଗଲ’ର ପ୍ରଭାବ ଯୋଗୁ ହୋଇଛି। ଦୁଇ ଜଣ ଆତ୍ମବିଶ୍ୱାସୀ ଯୁବତୀ କୁସ୍ତିଯୋଦ୍ଧା ଶିବାଙ୍ଗୀ ଓ ଅଞ୍ଜଳି ମଧ୍ୟ ଏଥିରେ ଭାଗ ନେଇଛନ୍ତି

Want to republish this article? Please write to [email protected] with a cc to [email protected]

Author

Khabar Lahariya

ଖବର ଲହରିୟା ହେଉଛି ଏକ ଗ୍ରାମୀଣ ଡିଜିଟାଲ ସମ୍ବାଦ ସଂସ୍ଥା, ଉତ୍ତରପ୍ରଦେଶର ଆଠଟି ଜିଲ୍ଲାରେ କେବଳ ମହିଳା ରିପୋର୍ଟରମାନଙ୍କୁ ନେଇ ଏହାର ଏକ ନେଟୱର୍କ ରହିଛି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।