ମହିଳାଙ୍କ-ସ୍ୱାସ୍ଥ୍ୟ-ଉପରେ-ପ୍ରକାଶିତ-ପରୀ-ସିରିଜ୍

Nov 09, 2021

ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରକାଶିତ ପରୀ ସିରିଜ୍

ଏଗୁଡ଼ିକ ସାରା ଭାରତର ବିଭିନ୍ନ ସ୍ଥାନରୁ ଆସୁଥିବା ପରୀ କାହାଣୀ, ପ୍ରକାଶିତ ହୋଇ ଆସୁଥିବା ଏକ ସିରିଜ୍ ଯାହାକି ମହିଳାମାନଙ୍କର ପ୍ରଜନନ ସ୍ୱାସ୍ଥ୍ୟକୁ ବ୍ୟାପକ ଭାବରେ କଭର୍‌ କରିଥାଏ - ବନ୍ଧ୍ୟାତ୍ୱର କଳଙ୍କ, ମହିଳା ବନ୍ଧ୍ୟାକରଣ ଉପରେ ଗୁରୁତ୍ୱ, ପରିବାର ନିୟନ୍ତ୍ରଣ ଯୋଜନାରେ 'ପୁରୁଷଙ୍କ ଯୋଗଦାନ'ର ଅଭାବ, ଅପର୍ଯ୍ୟାପ୍ତ ଗ୍ରାମୀଣ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଯାହା ମଧ୍ୟ ଅନେକଙ୍କୁ ଉପଲବ୍ଧ ହେଉନାହିଁ। ଅନେକ, ଅଯୋଗ୍ୟ ଡାକ୍ତରୀ ଚିକିତ୍ସକ ଏବଂ ବିପଜ୍ଜନକ ପ୍ରସବ, ଋତୁସ୍ରାବ ହେତୁ ଭେଦଭାବ, ପୁତ୍ର ସନ୍ତାନର ମୋହ - ଏବଂ ଅନ୍ୟାନ୍ୟ। କାହାଣୀ ଯାହାକି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୁସଂସ୍କାର ଏବଂ ପ୍ରଥା, ଲୋକ ଏବଂ ସମ୍ପ୍ରଦାୟ, ଲିଙ୍ଗ ଏବଂ ଅଧିକାର, ଏବଂ ଭାରତର ଗ୍ରାମାଞ୍ଚଳର ମହିଳାମାନଙ୍କ ଦୈନନ୍ଦିନ ସଂଘର୍ଷ ଏବଂ ସାମୟିକ ଛୋଟ ବିଜୟଗୁଡ଼ିକୁ ଉପସ୍ଥାପନା କରିଥାଏ

Want to republish this article? Please write to [email protected] with a cc to [email protected]

Author

PARI Contributors

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।