ମହାରାଷ୍ଟ୍ରର-ମରୁଡ଼ି-ପ୍ରପୀଡ଼ିତ-୯୦ଲକ୍ଷ-କୃଷକ

Ratnagiri, Maharashtra

Feb 03, 2021

ମହାରାଷ୍ଟ୍ରର ମରୁଡ଼ି ପ୍ରପୀଡ଼ିତ ୯୦ଲକ୍ଷ କୃଷକ

ମହାରାଷ୍ଟ୍ରର ଜଳ ବିପର୍ଯ୍ୟୟ ବର୍ତ୍ତମାନ ୯୦ଲକ୍ଷ କୃଷକଙ୍କୁ ପ୍ରଭାବିତ କରୁଛି, ଯାହାକି ସ୍ୱିଡେନର ସମୁଦାୟ ଜନସଂଖ୍ୟା ସହ ପ୍ରାୟ ସମାନ

Want to republish this article? Please write to [email protected] with a cc to [email protected]

Author

Priyanka Kakodkar

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।