ମହାମାରୀଜନିତ-ଋଣ-ଯନ୍ତାରେ-ବନଗିରିର-ମହିଳା

Mayiladuthurai district, Tamil Nadu

Mar 07, 2022

ମହାମାରୀଜନିତ ଋଣ ଯନ୍ତାରେ ବନଗିରିର ମହିଳା

କୋଭିଡ -୧୯ ମହାମାରୀ ପ୍ରଭାବ କାରଣରୁ ତାମିଲନାଡ଼ୁର ଉପକୂଳବର୍ତ୍ତୀ ଗ୍ରାମ ବନଗିରିର ମହିଳା ମାଛ ବିକ୍ରେତାମାନଙ୍କ ରୋଜଗାର କମିଛି ଏବଂ ଋଣ ବୋଝ ବଢ଼ି ବଢ଼ି ଚାଲିଛି, ସେମାନେ ଏ ଚଳଚ୍ଚିତ୍ରରେ ନିଜ ସମସ୍ୟା ବିଷୟରେ କହିଛନ୍ତି

Want to republish this article? Please write to [email protected] with a cc to [email protected]

Author

Nitya Rao

ନିତ୍ୟା ରାଓ ଇଂଲଣ୍ଡର ନରୱିଚ୍ ସ୍ଥିତ ୟୁନିଭର୍ସିଟି ଅଫ୍ ଇଷ୍ଟ ଆଙ୍ଗ୍ଲିଆରେ ଲିଙ୍ଗ ଓ ବିକାଶ ବିଭାଗର ପ୍ରାଧ୍ୟାପିକା ଅଛନ୍ତି। ମହିଳା ଅଧିକାର, ନିଯୁକ୍ତି ଏବଂ ଶିକ୍ଷା କ୍ଷେତ୍ରରେ ଜଣେ ଗବେଷିକା, ଶିକ୍ଷୟିତ୍ରୀ ଓ କର୍ମୀ ଭାବେ ସେ ତିନି ଦଶନ୍ଧି ଧରି ବ୍ୟାପକ ଭାବେ କାମ କରିଆସିଛନ୍ତି।

Author

Alessandra Silver

ଇଟାଲି ଜନ୍ମିତ ଆଲେଜାଣ୍ଡ୍ରା ସିଲ୍‌ଭର୍‌ ପୁଡୁଚେରୀର ଅରୋଭିଲ୍ଲେରେ ଅବସ୍ଥାପିତ ଜଣେ ଚଳଚ୍ଚିତ୍ର ନିର୍ମାତା, ଆଫ୍ରିକା ଉପରେ ନିଜର ଚଳଚ୍ଚିତ୍ର ପ୍ରଯୋଜନା ଓ ଫଟୋ ରିପୋର୍ଟ ପାଇଁ ତାଙ୍କୁ ଏକାଧିକ ପୁରସ୍କାର ମିଳିଛି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।