ମରାଠି-ରାପ୍‌-ଗୀତ-ମତେ-କୁହ-କେମିତି-ଚାଷ-କରିବି

Osmanabad, Maharashtra

Aug 12, 2019

ମରାଠି ରାପ୍‌ ଗୀତ: ‘ମତେ କୁହ କେମିତି ଚାଷ କରିବି?’

ଅଜିତ୍‌ ସେଲ୍‌କେ ବା ‘ରାପ୍‌ବସ୍‌’ ଏହି ମରାଠୀ ରାପ୍‌ ଗୀତକୁ ଖୁବ୍‌ ପ୍ରଭାବଶାଳୀ ଭାବରେ ଗାଆନ୍ତି। ଏହି ଗୀତ ମହାରାଷ୍ଟ୍ରର କୃଷକମାନଙ୍କ ଭୀଷଣ ଦୁର୍ଦ୍ଦଶା ବିଷୟରେ: ‘ମୋ ଆଖି ଆଗରେ ଦିଶୁଛି କେବଳ ଗୋଟିଏ ରାସ୍ତା, ଦଉଡି ଦେଇ ମରିବା?’

Want to republish this article? Please write to [email protected] with a cc to [email protected]

Author

Rapboss and Chetan Garud Productions

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।