ମରାଠାୱାଡ଼ାରେ-ଗୋଟିଏ-ପିଢ଼ି-ଲୁପ୍ତ-ହୋଇଯିବାର-ଆଶଙ୍କା

Latur, Maharashtra

Aug 30, 2021

ମରାଠାୱାଡ଼ାରେ, ଗୋଟିଏ ପିଢ଼ି ଲୁପ୍ତ ହୋଇଯିବାର ଆଶଙ୍କା

କୃଷି ସଙ୍କଟ କାରଣରୁ ଋଣ ବୋଝରେ ଚାପି ହୋଇଥିବା ମରାଠାୱାଡ଼ାର କୃଷକମାନଙ୍କ ପିଲାମାନେ ଦାରିଦ୍ର୍ୟ ଓ ଦୁରବସ୍ଥା ସହ ସଂଘର୍ଷ କରୁଛନ୍ତି। ଲାତୁରର ମୋହିନୀ ଭିସେଙ୍କ ଭଳି କେତେ ଜଣ ନିଜର ଜୀବନ ହାରି ଦେଇଛନ୍ତି

Want to republish this article? Please write to [email protected] with a cc to [email protected]

Author

Ira Deulgaonkar

ଇରା ଦେଉଲଗାଓଁକର ୨୦୨୦ର ଜଣେ PARI ପ୍ରଶିକ୍ଷାର୍ଥୀ; ସେ ପୁଣେର ସିମ୍ବିଓସିସ୍‌ ସ୍କୁଲ୍‌ ଅଫ୍‌ ଇକୋନୋମିକ୍‌ସରେ ସ୍ନାତକ ଡିଗ୍ରୀ ପାଠ୍ୟକ୍ରମର ଦ୍ଵିତୀୟ ବର୍ଷ ଛାତ୍ରୀ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।