ମଧ୍ୟାହ୍ନ-ଭୋଜନ-ଶ୍ରେଣୀ-ଗୃହରେ-କ୍ଷୁଧା-ଦୂରୀକରଣ

Mumbai, Maharashtra

Nov 15, 2022

ମଧ୍ୟାହ୍ନ ଭୋଜନ : ଶ୍ରେଣୀ ଗୃହରେ କ୍ଷୁଧା ଦୂରୀକରଣ

ଶିଶୁ ଅପପୁଷ୍ଟି ସ୍ତର ଚିନ୍ତାଜନକ ସ୍ଥିତିରେ ରହିଥିବା ସମୟରେ, ଶିଶୁ ଦିବସ ଉପଲକ୍ଷେ, ପରୀ ଦେଶର ୧୦ଟି ଜିଲ୍ଲା ପରିଦର୍ଶନ କରିଛି ଏବଂ ମଧ୍ୟାହ୍ନ ଭୋଜନରେ ମିଳୁଥିବା ଗରମ ରନ୍ଧା ଖାଦ୍ୟ କିଭଳି ଲକ୍ଷ ଲକ୍ଷ ପିଲାଙ୍କୁ ସେମାନଙ୍କର ସ୍କୁଲ ପାଠପଢ଼ା ଜାରି ରଖିବାରେ ସହାୟକ ହୋଇଛି ତାହା ଅନୁଧ୍ୟାନ କରିଛି

Author

PARI Team

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

PARI Team

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।