ମଙ୍ଗଲ-ସିଂଙ୍କ-ଦୁର୍ଭାଗ୍ୟର-ଚକ

Lalitpur, Uttar Pradesh

Feb 19, 2019

ମଙ୍ଗଲ ସିଂଙ୍କ ଦୁର୍ଭାଗ୍ୟର ଚକ

୮୦ ଦଶକର ମଝି ଭାଗରେ, ଉତ୍ତରପ୍ରଦେଶ ଲଳିତପୁର ଜିଲ୍ଲାର ଚାଷ ଜମିକୁ ଜଳସେଚନ ପାଇଁ ଖୁବ୍ କମ୍ ଖର୍ଚ୍ଚରେ ମଙ୍ଗଲ ସିଂ ଏକ ଟର୍ବାଇନ୍ ତିଆରି କରିଥିଲେ। ଠିକ୍ ଏହା ପରେ ପରେ ସେ ସରକାରୀ କଳ ଏବଂ ଅର୍ଥ ପାଇଁ ଦୀର୍ଘ ସଂଘର୍ଷ ଜାରି ରଖିଛନ୍ତି, ଯାହା ତାଙ୍କ ଉଦ୍ଭାବନକୁ ନଷ୍ଟ କରିଦେଇଛି।

Want to republish this article? Please write to [email protected] with a cc to [email protected]

Author

Apekshita Varshney

ଲେଖକ ପରିଚିତି: ଆପେକ୍ଷିତା ବର୍ଷନେ ମୁମ୍ବାଇର ଜଣେ ମୁକ୍ତବୃତ୍ତ ଲେଖିକା।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।