ଭୋଟ-ପାଇଁ-ସକ୍ଷମ-ହେଲେ-ଆଧାର-ପାଇଁ-ନୁହେଁ

Lucknow, Uttar Pradesh

Jun 01, 2018

ଭୋଟ ପାଇଁ ସକ୍ଷମ ହେଲେ ଆଧାର ପାଇଁ ନୁହେଁ

କୁଷ୍ଠରେ ପାର୍ବତୀ ଦେବୀଙ୍କ ଆଙ୍ଗୁଠି ସବୁ ନଷ୍ଟ ହୋଇଯାଇଥିଲା। ତାଙ୍କ ଭଳି ଅକର୍ମଣ୍ୟ ହୋଇ ଯାଇଥିବା ଜହାର ସଂଖ୍ୟାର ଲୋକ ଲକ୍ଷ୍ନୌରେ ଅଛନ୍ତି। ଏମାନେ ଆଧାର କାର୍ଡ ପାଇପାରି ନାହାନ୍ତି। ଫଳରେ ଭିନ୍ନକ୍ଷମ ଭତ୍ତା ଏବଂ ରାସନ କାର୍ଡରୁ ଏମାନେ ବଞ୍ଚିତ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Puja Awasthi

ଲେଖକ ପରିଚୟ: ପୂଜା ଅୱସ୍ତି ଜଣେ ମୁକ୍ତବୃତ୍ତି ଖବରକାଗଜ ଓ ଅନ୍ଲାଇନ୍ ସାମ୍ବାଦିକ। ଲକ୍ଷ୍ନୌରେ ରହୁଥିବା ପୂଜା ଜଣେ ଉଦୀୟମାନ ଫଟୋଗ୍ରାଫର। ସେ ଯୋଗ, ଭ୍ରମଣ ଓ ସବୁ ହାତ ତିଆରି ଜିନିଷକୁ ଭଲ ପାଆନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।