ଭାଡ଼ାକାରାରେ-ସାର୍ଡିନ୍-ମାଛ-ବୋଝେଇ-ଦିନକୁ-ଦିନ-କମୁଛି

Kozhikode, Kerala

May 21, 2023

ଭାଡ଼ାକାରାରେ ସାର୍ଡିନ୍ ମାଛ ବୋଝେଇ ଦିନକୁ ଦିନ କମୁଛି

କେରଳର ମାଛଧରା ଇଣ୍ଡଷ୍ଟ୍ରିରେ ଅଏଲ୍ ସାର୍ଡିନ୍‌ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମାଛଧରା ପରିମାଣରେ ବଢ଼ି ଚାଲିଥିବା ଅନିଶ୍ଚିତତା କୋଝିକୋଡ୍‌ ଜିଲ୍ଲାର ଏହି ବନ୍ଦରରେ ଦିନ ମଜୁରିଆ ଭାବରେ ମାଛ ବୋଝେଇ କାମ କରୁଥିବା ଲୋକମାନଙ୍କର ଜୀବନକୁ ପ୍ରଭାବିତ କରୁଛି

Student Reporter

Mufeena Nasrin M. K.

Editor

Riya Behl

Translator

OdishaLIVE

Want to republish this article? Please write to [email protected] with a cc to [email protected]

Editor

Riya Behl

ରିୟା ବେହ୍‌ଲ ପିପୁଲ୍‌ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆ (PARI)ର ବରିଷ୍ଠ ସହକାରୀ ସଂପାଦକ । ଜଣେ ମଲ୍‌ଟିମିଡିଆ ସାମ୍ବାଦିକ ହିସାବରେ ସେ ଲିଙ୍ଗଗତ ଏବଂ ଶିକ୍ଷା ସମ୍ବନ୍ଧୀୟ ବିଷୟରେ ଲେଖାଲେଖି କରନ୍ତି । PARI ପାଇଁ ରିପୋର୍ଟଂ କରୁଥିବା ଛାତ୍ରଛାତ୍ରୀ ଏବଂ PARIର ଲେଖାକୁ ଶ୍ରେଣୀଗୃହରେ ପହଞ୍ଚାଇବା ଲକ୍ଷ୍ୟରେ ଶିକ୍ଷକମାନଙ୍କ ସହିତ ମଧ୍ୟ ରିୟା କାର୍ଯ୍ୟ କରନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Student Reporter

Mufeena Nasrin M. K.

ମୁଫିନା ନାସ୍ରିନ୍ ଏମ୍.କେ. ବେଙ୍ଗାଲୁରୁସ୍ଥିତ ଅଜିମ୍ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟରେ ଏମ୍ଏ ଡେଭେଲପମେଣ୍ଟ ପାଠ୍ୟକ୍ରମର ଶେଷ ବର୍ଷର ଛାତ୍ରୀ।