ଭାରତର-ଅନେକ-ବାଦ୍ୟଯନ୍ତ୍ରରେ-ଟ୍ୟୁନିଂ

Mar 09, 2022

ଭାରତର ଅନେକ ବାଦ୍ୟଯନ୍ତ୍ରରେ ଟ୍ୟୁନିଂ

ଗ୍ରାମୀଣ ଭାରତରେ ବଜା ଯାଉଥିବା ବାଦ୍ୟଯନ୍ତ୍ରଗୁଡ଼ିକ ସେତିକି ବିବିଧ ଯେତିକି ବିବିଧ ଗ୍ରାମାଞ୍ଚଳଗୁଡ଼ିକ – ହିମାଚଳପ୍ରଦେଶର ତାରଯୁକ୍ତ ରୁବାବ ଏବଂ ଖଞ୍ଜରୀ ଭଳି ତାମ୍ବୋରିନ, ପଶ୍ଚିମବଙ୍ଗର ବାନାମ ଓ ଗବ୍‌ଗୁବି, ମହାରାଷ୍ଟ୍ରର ବିଶାଳ ଶିଙ୍ଗ ଭଳି ତାରପା, ଛତିଶଗଡ଼ର ଝୁଲନ୍ତା ବଂଶୀ ଏବଂ ବାଉଁଶ ବାଜା, ବିଭିନ୍ନ ରାଜ୍ୟର ଢୁମ୍‌ସୀ, ଢୋଲ, ଢୋଲକ, ଢାପ ଏବଂ ଡୋଲୁ । ପ୍ରାୟତଃ ଏହିଗୁଡ଼ିକ ଏବଂ ବହୁ ଅନ୍ୟ ବାଦ୍ୟଯନ୍ତ୍ରଗୁଡ଼ିକ ଅତ୍ୟଧିକ କୁଶଳୀ କାରିଗରଙ୍କ ଦ୍ୱାରା ପୀଢ଼ି ପରେ ପୀଢ଼ି ଉତ୍ତରାଧିକାରକୁ ଆଗକୁ ନେବା ଉଦ୍ଦେଶ୍ୟରେ ହାତ ତିଆରି ହୋଇଥାଏ- ଯେମିତିକି ନରସିଂହପେଟ୍ଟାଇର ନାଦସ୍ୱରମ ନିର୍ମାତା, ମାୟଲାପୁରର ମୃଦଙ୍ଗ ମୃଦଙ୍ଗମ ନିର୍ମାତା, କାସାରଗଡର ବାଉଁଶ ଡ୍ରମ୍‌ ନିର୍ମାତା ଏବଂ ପେରୁଭେମ୍ବାରେ ତାଳ ବାଦ୍ୟ ଯନ୍ତ୍ରର ନିର୍ମାତା । ଯଦିଓ ଏହି ସଂଗୀତ ପରମ୍ପରାଗୁଡ଼ିକ ମଧ୍ୟରୁ ବହୁତ କମିଚାଲିଛି, ଅନେକ ଲୋକ ଜୋର ଭାବେ ଏବଂ ସ୍ପଷ୍ଟ ଭାବରେ ବଞ୍ଚନ୍ତି, ଯେମିତି ଏହି PARI କାହାଣୀଗୁଡ଼ିକ ଦର୍ଶାଏ – ଏବେ ବି ସଠିକ୍‌ ଧୁନ୍‌ରେ ଅଛି, ଗ୍ରାମାଞ୍ଚଳର ଦୃଶ୍ୟପଟ୍ଟରେ ଗୁଞ୍ଜରିତ ହେଉଛି

Want to republish this article? Please write to [email protected] with a cc to [email protected]

Author

PARI Contributors

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।