ଭାନ୍‌-ଗୁଜ୍ଜର-ବସ୍ତିରେ-ଶିକ୍ଷାର-ପ୍ରଦୀପ-ଜଳାଇବାକୁ-ଉଦ୍ୟମ

Pauri Garhwal, Uttarakhand

Feb 10, 2022

ଭାନ୍‌ ଗୁଜ୍ଜର ବସ୍ତିରେ ଶିକ୍ଷାର ପ୍ରଦୀପ ଜଳାଇବାକୁ ଉଦ୍ୟମ

ଦଲିଲର ଅଭାବ, ଋତୁକାଳୀନ ଦେଶାନ୍ତର, କୌଣସି କାମର ବିକଳ୍ପ ନ ରହିବା - ଏସବୁ ଉତ୍ତରାଖଣ୍ଡର ଏହି ଜଙ୍ଗଲିଆ ବସ୍ତିରେ ସ୍କୁଲ ଶିକ୍ଷାରେ ବାଧା ସୃଷ୍ଟି କରେ । କିନ୍ତୁ ସ୍ଥାନୀୟ ଶିକ୍ଷକମାନେ ଆସିଯିବା ଯୋଗୁଁ ପିଲାମାନେ ଧୀରେ ଧୀରେ ଶ୍ରେଣୀଗୃହରେ ପହଞ୍ଚୁଛନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Varsha Singh

ବର୍ଷା ସିଂ ଉତ୍ତରାଖଣ୍ଡ ଡେରାଡୁନ୍‌ ଭିତ୍ତିକ ଜଣେ ସ୍ୱାଧୀନ ସାମ୍ବାଦିକ । ସେ ହିମାଳୟ ଅଞ୍ଚଳର ପରିବେଶ, ସ୍ୱାସ୍ଥ୍ୟ, ଲିଙ୍ଗଗତ ଏବଂ ଲୋକଙ୍କ ସମସ୍ୟା ଉପରେ ଆଲୋକପାତ କରନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।