ଭାଗ୍ୟ-ଘର-ଛଡ଼େଇ-ନେଇଛି-ପ୍ରବୃତ୍ତି-ଘର-ତିଆରି-କରାଉଛି

Khandwa, Madhya Pradesh

Aug 30, 2021

ଭାଗ୍ୟ ଘର ଛଡ଼େଇ ନେଇଛି, ପ୍ରବୃତ୍ତି ଘର ତିଆରି କରାଉଛି

ମଧ୍ୟପ୍ରଦେଶର କରୋଲି ଗ୍ରାମର ଜୟପାଲ୍ ଚୌହ୍ୱାନ, ୧୯ କେବଳ କାଗଜ ଏବଂ ଅଠା ବ୍ୟବହାର କରି ଘରର ସୁନ୍ଦର ମଡେଲ୍‌ ତିଆରି କରନ୍ତି । ଏହା ସେ ନିଜେ ନିଜେ ଶିଖିଛନ୍ତି – ଏବଂ ସେ ମନେପକାନ୍ତି କିପରି ତାଙ୍କର ପିଲାଦିନର ଘର ଓମ୍‌କାରେଶ୍ୱର ନଦୀବନ୍ଧ ଦ୍ୱାରା ବୁଡ଼ିଯାଇଥିଲା

Want to republish this article? Please write to [email protected] with a cc to [email protected]

Author

Nipun Prabhakar

ନିପୁନ୍ ପ୍ରଭାକର କଚ୍ଛ, ଭୋପାଳ ଏବଂ ଦିଲ୍ଲୀରେ କାର୍ଯ୍ୟ କରୁଥିବା ଜଣେ ବୃତ୍ତ ଚିତ୍ର ଫଟୋଗ୍ରାଫର୍‌ । ସେ ମଧ୍ୟ ଜଣେ ପ୍ରଶିକ୍ଷଣପ୍ରାପ୍ତ ସ୍ଥପତି ଏବଂ ମୁଖ୍ୟତଃ ସ୍ଥାନୀୟ ସମୂହଗୁଡ଼ିକ ସହ କାମ କରନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।