ଭବିଷ୍ୟତ-ବୁଣୁଛନ୍ତି-ସମା

Chirang, Assam

Feb 13, 2019

ଭବିଷ୍ୟତ ବୁଣୁଛନ୍ତି ସମା

ଆସାମର ଚିରାଙ୍ଗ ଜିଲ୍ଲାର ଗାଁମାନଙ୍କରେ ପ୍ରତି ବୋଡୋ ପରିବାରର ଘରେ ଏକ ତନ୍ତ ରହିଥାଏ । ବୁଣାବୁଣି କରି ସମା ବ୍ରହ୍ମା ଅଳ୍ପ କିଛି ଅର୍ଥ ରୋଜଗାର କରିଥାନ୍ତି । ସେ ନିଜ ଝିଅମାନଙ୍କୁ ଏହି ଲୋପ ପାଇଯାଉଥିବା ପାରମ୍ପରିକ ଦକ୍ଷତା ସଂପର୍କରେ ଶିଖାଇବାକୁ ଉଦ୍ୟମ କରୁଛନ୍ତି ।

Want to republish this article? Please write to [email protected] with a cc to [email protected]

Author

Anne Pinto-Rodrigues

ଆନି ପିଣ୍ଟୋ-ରୋଡ୍ରିଗ୍‌ସ ନେଦରଲାଣ୍ଡସରେ ରହୁଥିବା ଜଣେ ଲେଖକ ଓ ଫଟୋଗ୍ରାଫର । ତାଙ୍କ କୃତିକୁ www.annepintorodrigues.comରେ ଦେଖିହେବ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।