ବୋଝ-ମୁଣ୍ଡାଇ-ମୁଣ୍ଡାଇ-ମୋର-ମୁଣ୍ଡ-ବିନ୍ଧେ

Tarn Taran, Punjab

Aug 27, 2022

‘ବୋଝ ମୁଣ୍ଡାଇ ମୁଣ୍ଡାଇ ମୋର ମୁଣ୍ଡ ବିନ୍ଧେ’

ଋଣ ଏବଂ ଅପମାନର ଚକ୍ରବ୍ୟୁହରେ ଫସିଥିବା ହାଭେଲିୟାଁ ଗ୍ରାମର ଦଳିତ ମହିଳାମାନେ ଜାଟ୍‌ ଶିଖମାନଙ୍କ ଘରେ ଗୁହାଳ ସଫା ଏବଂ ଗୋବର ସଂଗ୍ରହ କରନ୍ତି, କିନ୍ତୁ ଏମାନେ ଅଗ୍ରୀମ ଟଙ୍କା ନେଇଥିବା କାରଣରୁ ନିଜ ମଜୁରିର ଗୋଟିଏ ଭାଗ ହରାଇଥାନ୍ତି

Want to republish this article? Please write to [email protected] with a cc to [email protected]

Author

Sanskriti Talwar

ସଂସ୍କୃତି ତଲୱାର ଦିଲ୍ଲୀରେ ରହୁଥିବା ଜଣେ ନିରପେକ୍ଷ ସାମ୍ବାଦିକା ଏବଂ ୨୦୨୩ର ଜଣେ ପରୀ ଏମଏମଏଫ ଫେଲୋ।

Editor

Kavitha Iyer

କବିତା ଆୟାର ୨୦ ବର୍ଷ ଧରି ସାମ୍ବାଦିକତା କରି ଆସୁଛନ୍ତି। ସେ ‘ଲ୍ୟାଣ୍ଡସ୍କେପ୍ସ ଅଫ ଲସ୍ : ଦ ଷ୍ଟୋରୀ ଅପ୍ ଆନ ଇଣ୍ଡିଆ ଡ୍ରଟ୍’ (ହାର୍ପର କଲ୍ଲିନ୍ସ, ୨୦୨୧) ପୁସ୍ତକର ଲେଖିକା।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।