ବେଙ୍ଗାଲୁରୁ-ଦର୍ଜିଙ୍କ-ପାଇଁ-ଠିକ୍‌-ସମୟରେ-ସିଲେଇ-କାମ-ନାହିଁ

Paschim Medinipur, West Bengal

Nov 02, 2020

ବେଙ୍ଗାଲୁରୁ ଦର୍ଜିଙ୍କ ପାଇଁ ଠିକ୍‌ ସମୟରେ ସିଲେଇ କାମ ନାହିଁ

ଲକ୍‌ଡାଉନ୍‌ ସମୟରେ କୌଣସି ଆୟ ନଥିବାରୁ ଅବଦୁଲ ସତ୍ତାର ଏବଂ ବେଙ୍ଗାଲୁରୁର ଅନ୍ୟ ଏମ୍ବ୍ରୋଡୋରି କାରିଗରମାନେ ପଶ୍ଚିମବଙ୍ଗରେ ଥିବା ନିଜ ନିଜ ଗାଁକୁ ଫେରିବାକୁ ବ୍ୟାକୁଳ ହୋଇଯାଇଥିଲେ । ବର୍ତ୍ତମାନ ଗାଁରେ କୌଣସି କାମ ନଥିବାରୁ ସତ୍ତାର ସେହି ସହରକୁ ପୁଣି ଥରେ ଫେରିଆସିବାକୁ ବ୍ୟାକୁଳ ହେଉଛନ୍ତି

Want to republish this article? Please write to [email protected] with a cc to [email protected]

Author

Smitha Tumuluru

ସ୍ମିତା ଟୁମୁଲୁରୁ ବେଙ୍ଗାଲୁରରେ ରହୁଥିବା ଜଣେ ପ୍ରାମାଣିକ ଫଟୋଗ୍ରାଫର। ସେ ଗ୍ରାମୀଣ ଜୀବନକୁ ନେଇ ରିପୋର୍ଟିଂ ଓ ଦସ୍ତାବିଜ ପ୍ରସ୍ତୁତ କରିଥାନ୍ତି ଯାହା ତାମିଲନାଡ଼ୁରେ ତାଙ୍କର ବିକାଶମୂଳକ ପ୍ରକଳ୍ପ ଉପରେ କାମରୁ ସୂଚନା ମିଳିଥାଏ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।