ବେଙ୍ଗାଲୁରୁ-ଆମକୁ-କର୍ପୋରେଟ୍‌-ମଣ୍ଡି-ଦରକାର-ନାହିଁ

Bengaluru, Karnataka

Mar 18, 2021

ବେଙ୍ଗାଲୁରୁ: ଆମକୁ କର୍ପୋରେଟ୍‌ ମଣ୍ଡି ଦରକାର ନାହିଁ

ସାଧାରଣତନ୍ତ୍ର ଦିବସରେ, ଦିଲ୍ଲୀ ଟ୍ରାକ୍ଟର ପ୍ୟାରେଡ୍‌କୁ ସମର୍ଥନ କରିବାକୁ ଓ କର୍ପୋରେଟ୍‌ କୈନ୍ଦ୍ରିକ କୃଷି ନୀତି ପ୍ରତି ସେମାନଙ୍କ ବିରୋଧ ପ୍ରଦର୍ଶନ କରିବାକୁ ଉତ୍ତର କର୍ଣ୍ଣାଟକର ଚାଷୀମାନେ ଟ୍ରେନ୍‌ ଓ ବସ୍‌ ଯୋଗେ ବେଙ୍ଗାଲୁରୁରେ ଆସି ପହଞ୍ଚିଥିଲେ ।

Want to republish this article? Please write to [email protected] with a cc to [email protected]

Author

Gokul G.K.

ଗୋକୁଳ ଜି.କେ. ହେଉଛନ୍ତି କେରଳର ତିରୁବନ୍ତପୁରମ୍‌ରେ ରହୁଥିବା ଜଣେ ମୁକ୍ତବୃତ୍ତି ସାମ୍ବାଦିକ।

Author

Arkatapa Basu

ଅର୍କତପ ବସୁ ପଶ୍ଚିମବଙ୍ଗର କୋଲ୍‌କାତାର ଜଣେ ଫ୍ରିଲାନ୍ସ ସମ୍ବାଦିକ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।