ବୃଦ୍ଧ-ବ୍ୟକ୍ତି-ଓ-ନିର୍ଜନ-ଗ୍ରାମ

Thoothukudi , Tamil Nadu

Jul 15, 2019

ବୃଦ୍ଧ ବ୍ୟକ୍ତି ଓ ନିର୍ଜନ ଗ୍ରାମ

ଏସ୍‌.କଣ୍ଡାସାମୀ ହେଉଛନ୍ତି ତାମିଲ୍‌ନାଡୁର ଥୋତୁକୁଡି ଜିଲ୍ଲା ଅନ୍ତର୍ଗତ ମିନାକ୍ଷୀପୁରମ୍‌ରେ ବାସ କରୁଥିବା ଏକମାତ୍ର ବ୍ୟକ୍ତି – ପ୍ରାୟ ୮ ବର୍ଷ ପୂର୍ବେ ଏହି ଗ୍ରାମର ଜନସଂଖ୍ୟା ପ୍ରାୟ ୧,୧୩୫ ଥିଲା । ଉତ୍କଟ ଜଳସଂକଟ ଦେଖାଯିବାରୁ ଏହି ସ୍ଥାନ ଛାଡି ସମସ୍ତେ ଅନ୍ୟତ୍ର ଚାଲିଯାଇଥିଲେ ।

Want to republish this article? Please write to [email protected] with a cc to [email protected]

Author

Kavitha Muralidharan

କବିତା ମୁରଲୀଧରନ୍ ହେଉଛନ୍ତି ଚେନ୍ନାଇସ୍ଥିତ ଜଣେ ମୁକ୍ତବୃତ୍ତି ସାମ୍ବାଦିକା ଏବଂ ଅନୁବାଦିକା । ସେ ପୂର୍ବରୁ ‘ଇଣ୍ଡିଆ ଟୁଡେ’ (ତାମିଲ)ର ଜଣେ ସଂପାଦିକା ଥିଲେ ଏବଂ ତା’ ପୂର୍ବରୁ ‘ଦ ହିନ୍ଦୁ’(ତାମିଲ)ର ରିପୋର୍ଟିଂ ବିଭାଗର ମୁଖ୍ୟ ଥିଲେ । ସେ ଜଣେ ପରୀ ସ୍ୱେଚ୍ଛାସେବୀ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।