ବୀରଭୂମର-କ୍ଷୀଣ-ହୋଇ-ଆସୁଥିବା-ଶବ୍ଦ-ଜଳ-ଜଙ୍ଗଲ-ଜମି

Birbhum, West Bengal

Dec 30, 2020

ବୀରଭୂମର କ୍ଷୀଣ ହୋଇ ଆସୁଥିବା ଶବ୍ଦ ଜଳ, ଜଙ୍ଗଲ, ଜମି

ଆଦିବାସୀ ସମାଜର ଲୋକପ୍ରିୟ ଏବଂ ମୂଳ ସଂଗୀତ ବାଦ୍ୟଗୁଡ଼ିକର ବ୍ୟବହାର ହ୍ରାସ ପାଉଛି । ଏବଂ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଏହାର କାରଣ ହେଉଛି ଲୋକମାନେ ନିଜର ମୂଳ ସଂସ୍କୃତିଠାରୁ ଦୂରେଇ ଯାଉଛନ୍ତି

Want to republish this article? Please write to [email protected] with a cc to [email protected]

Author

Sayani Chakraborty

Sayani Chakraborty is currently pursuing master’s in journalism and mass-communication from Visva-Bharati University. She is interested in documenting India's tribal culture and heritage.

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।