ବିମୁଦ୍ରୀକରଣ-ଓ-ଅଳ୍ପ-କୀଟନାଶକ-ମିଶା-ତରକାରୀ

Siddipet, Telangana

Nov 03, 2019

ବିମୁଦ୍ରୀକରଣ ଓ ଅଳ୍ପ କୀଟନାଶକ ମିଶା ତରକାରୀ

ଯେତେବେଳେ ସରକାର ଭାରତର ୮୬ ପ୍ରତିଶତ ମୁଦ୍ରାକୁ ଅଚଳ କରିଦେଲେ, ସେତେବେଳେ ଜମି ବିକି ଋଣ ପରିଶୋଧ କରିବାକୁ ତାଙ୍କର ସମସ୍ତ ଇଚ୍ଛାର ମୃତ୍ୟୁ ହେଲା। ସେଥିଲାଗି ତେଲେଙ୍ଗାନାର ଧର୍ମାରମ ଗାଁର ଭର୍ଦା ବାଲାୟା ଆତ୍ମହତ୍ୟା କରିବା ସହ ପରିବାରକୁ ବିଷ ଦେଇ ମାରିବା ଲାଗି ଉଦ୍ୟମ କରିଥିଲେ।

Author

Rahul M.

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Rahul M.

ରାହୁଲ ଏମ, ଆନ୍ଧ୍ର ପ୍ରଦେଶ ଅନନ୍ତପୁରର ଜଣେ ନିରପେକ୍ଷ ସାମ୍ବାଦିକ ଏବଂ ଜଣେ ୨୦୧୭ ପରୀ ଫେଲୋ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।