ବିମୁଦ୍ରିକରଣ-ଫଳରେ-ଧୁଆଁପ୍ରାୟ-ବିଡ଼ି-ଉଦ୍ୟୋଗ

Murshidabad, West Bengal

Jan 02, 2022

ବିମୁଦ୍ରିକରଣ ଫଳରେ ଧୁଆଁପ୍ରାୟ ବିଡ଼ି ଉଦ୍ୟୋଗ

ବିମୁଦ୍ରୀକରଣ ପରେ, ପଶ୍ଚିମବଙ୍ଗ ଜାଙ୍ଗୀପୁରରେ ଅଧିକାଂଶ ପ୍ରମୁଖ ବିଡ଼ି ୟୁନିଟ୍ ବନ୍ଦ ହୋଇଯାଇଛି, ଅର୍ଥ ଅଭାବରୁ ଅଚଳ ପ୍ରାୟ ହୋଇଯାଇଛନ୍ତି – ଏହା ଫଳରେ ଘରେ ବିଡ଼ି ତିଆରି କରୁଥିବା ହଜାର ହଜାର ଅଧିକ ଲୋକ, ଅଧିକାଂଶ ମହିଳା, ରୋଜଗାର ହରାଇଛନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Arunava Patra

ଅରୁଣଭା ପାତ୍ର କଲିକତାରେ ଫଟୋଗ୍ରାଫର୍‌ ଭାବେ କାମ କରନ୍ତି । ସେ ବିଭିନ୍ନ ଟେଲିଭିଜନ ଚ୍ୟାନେଲ୍‌ ପାଇଁ କଣ୍ଟେଣ୍ଟ ଡେଭଲପର୍‌ ଭାବେ କାମ କରିଛନ୍ତି ଓ ସେ ମଧ୍ୟ ଆନନ୍ଦବଜାର ପତ୍ରିକା ପାଇଁ ସାମୟିକ ସ୍ତମ୍ଭକାର ଭାବେ ମଧ୍ୟ କାମ କରନ୍ତି । ସେ ଯାଦବପୁର ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।