ବିକ୍ଷୋଭସ୍ଥଳରେ-ମହିଳାଆମେ-ଇତିହାସ-ସୃଷ୍ଟି-କରୁଛୁ

Sonipat, Haryana

Mar 16, 2021

ବିକ୍ଷୋଭସ୍ଥଳରେ ମହିଳା:‘ଆମେ ଇତିହାସ ସୃଷ୍ଟି କରୁଛୁ’

ଭାରତରେ ମହିଳାମାନେ କୃଷିର କେନ୍ଦ୍ରସ୍ଥଳରେ ଥାଆନ୍ତି ଏବଂ ଯୁବ ଓ ବୟସ୍କ, ଶ୍ରେଣୀ ଓ ଜାତି ନିର୍ବିଶେଷରେ ବହୁ ଚାଷୀ ଓ ଅଣଚାଷୀ, ଦିଲ୍ଲୀ ଆଖପାଖରେ କୃଷକଙ୍କ ବିକ୍ଷୋଭସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ଦୃଢ଼ ରହିଛନ୍ତି ।

Want to republish this article? Please write to [email protected] with a cc to [email protected]

Author

Shraddha Agarwal

ଶ୍ରଦ୍ଧା ଅଗ୍ରୱାଲ୍‌ ପିପୁଲ୍‌ସ ଆର୍କିଭ୍‌ ଅଫ୍‌ ରୁରାଲ୍‌ ଇଣ୍ଡିଆରେ ରିପୋର୍ଟର ଓ କଣ୍ଟେଣ୍ଟ ଏଡିଟର୍‌ ଭାବେ କାମ କରନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।