ବାଲାଙ୍କ-ଝୁଡ଼ି-ଝାଡ଼ୁ-ଏବଂ-ପରଦା

Madurai district, Tamil Nadu

Nov 30, 2019

ବାଲାଙ୍କ ଝୁଡ଼ି, ଝାଡ଼ୁ ଏବଂ ପରଦା

ମଦୁରାଇର ପି.ଆର୍. ବାଲା ଗତ ୨୨ ବର୍ଷ ହେବ ବାଉଁଶ ସାମଗ୍ରୀ ତିଆରି କରୁଛନ୍ତି । ଏହି ଶହ ଶହ ବର୍ଷ ପୁରୁଣା କୌଳିକ ବୃତ୍ତିରେ ପରିଶ୍ରମ ଅଧିକ ଏବଂ ଲାଭ କମ୍, ହେଲେ ଏହି କଠିନ ପରିଶ୍ରମ ବଦଳରେ ବ୍ୟକ୍ତିଗତ ସନ୍ତୋଷ ମିଳେ ବୋଲି ସେ କୁହନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Dorairaj V.

ଦୋରାଇରାଜ ଭି. ମଦୁରାଇରେ ରୁହନ୍ତି; ସେ ସିଭିଲ୍ଇଞ୍ଜିନିୟରିଂରେ ଡିଗ୍ରୀ କରିଛନ୍ତି ଏବଂ ସେ ୟୁପିଏସ୍ସି ସିଭିଲ୍ସର୍ଭିସ୍ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।