ବାନ୍ଦିପୁରରେ-ବାସଗୃହ-ସହିତ-ଶସ୍ୟ-ଅମଳ

Chamarajanagar, Karnataka

Nov 26, 2019

ବାନ୍ଦିପୁରରେ ବାସଗୃହ ସହିତ ଶସ୍ୟ ଅମଳ

ବିବାହ ଉତ୍ସବ ଏବଂ ବନ୍ୟଜୀବନରୁ ଆରମ୍ଭ କରି ଭୂଭାଗର ପ୍ରାକୃତିକ ଦୃଶ୍ୟ ଏବଂ ଫସଲ ଅମଳ ପର୍ଯ୍ୟନ୍ତ- କର୍ଣ୍ଣାଟକର ବାନ୍ଦିପୁର ଜାତୀୟ ଉଦ୍ୟାନରେ କାର୍ଯ୍ୟରତ ଏବଂ ସେଠାରେ ବାସ କରୁଥିବା ସୋଲିଗା ଆଦିବାସୀ ସଂପ୍ରଦାୟର କେ.ସୁନୀଲଙ୍କ ନଜରରେ ଜାତୀୟ ଉଦ୍ୟାନ ଏବଂ ଏହାର ଆଖପାଖ ଅଞ୍ଚଳର ଦୈନନ୍ଦିନ ଜୀବନର ଦୃଶ୍ୟରାଜି

Author

K. Sunil

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

K. Sunil

କେ.ସୁନୀଲ ଜଣେ ସୋଲିଗା ଆଦିବାସୀ ଯିଏ କି କର୍ଣ୍ଣାଟକର ବାନ୍ଦିପୁର ଜାତୀୟ ଉଦ୍ୟାନ ସୀମାବର୍ତ୍ତୀ କାନିୟାନ୍‌ପୁରା କଲୋନିରେ ରହନ୍ତି । ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କର ଫିଲ୍‌ଡ ଗାଇଡ୍‌ ଭାବରେ ସେ କାମ କରନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।