ବାଧା-ସତ୍ତ୍ୱେ-ରାସ୍ତାରେ-ଟ୍ରାକ୍ଟର-ରାଲି

Sonipat, Haryana

Mar 13, 2021

ବାଧା ସତ୍ତ୍ୱେ ରାସ୍ତାରେ ଟ୍ରାକ୍ଟର ରାଲି

ଏକ ଛୋଟ ଗୋଷ୍ଠୀର ବର୍ବରତା ଯାହାକି ଦିଲ୍ଲୀ ସୀମାରେ ବିରୋଧ ପ୍ରଦର୍ଶନ କରୁଥିବା ୩୨ଟି ସଂଗଠନର ଅଂଶବିଶେଷ ନଥିଲା, ତାହା ଏକ ଅଦ୍ଭୁତପୂର୍ବ, ଶାନ୍ତିପୂର୍ଣ୍ଣ ଓ ଅନୁଶାସିତ ନାଗରିକ ଗଣତନ୍ତ୍ର ଦିବସ ପରେଡ୍ ଉପରୁ ଧ୍ୟାନ ହଟାଇ ନେଲା ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Anustup Roy

ଅନୁଷ୍ଟୁପ୍ ରୟ ହେଉଛନ୍ତି କୋଲକାତାସ୍ଥିତ ଜଣେ ସଫ୍ଟୱେର ଇଞ୍ଜିନିୟର । ଯେତେବେଳେ ସେ କୋଡ୍ ଲେଖନ୍ତି ନାହିଁ ନିଜ କ୍ୟାମେରା ଧରି ସାରା ଭାରତ ବୁଲିଥାନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।