ବାଙ୍ଗାଲାମେଡୁରେ-ପୋତାଧନ-ଖନନ

Thiruvallur, Tamil Nadu

Mar 09, 2020

ବାଙ୍ଗାଲାମେଡୁରେ ପୋତାଧନ ଖନନ

ଦୀର୍ଘ କାଳ ଧରି ତାମିଲନାଡୁର ଇରୁଲା ଆଦିବାସୀ ସଂପ୍ରଦାୟ ପାଇଁ ଖାଦ୍ୟର ଏକ ଉତ୍ସ ହୋଇ ରହିଆସିଛି ଖାଦ୍ୟ ଉପଯୋଗୀ ବଣୁଆ ଗଛପତ୍ର । କିନ୍ତୁ ବନାଞ୍ଚଳ ହ୍ରାସ ଏବଂ ବିକଳ୍ପ କାର୍ଯ୍ୟପନ୍ଥାରେ ଅନିଶ୍ଚିତତା କାରଣରୁ ଶିକ୍ଷା ହିଁ ସେମାନଙ୍କ ପାଇଁ ସୁଦିନ ଆଣିବ ବୋଲି ଏବେ ସେମାନେ ଆଶା ବାନ୍ଧିଛନ୍ତି ।

Want to republish this article? Please write to [email protected] with a cc to [email protected]

Author

Smitha Tumuluru

ସ୍ମିତା ଟୁମୁଲୁରୁ ବେଙ୍ଗାଲୁରରେ ରହୁଥିବା ଜଣେ ପ୍ରାମାଣିକ ଫଟୋଗ୍ରାଫର। ସେ ଗ୍ରାମୀଣ ଜୀବନକୁ ନେଇ ରିପୋର୍ଟିଂ ଓ ଦସ୍ତାବିଜ ପ୍ରସ୍ତୁତ କରିଥାନ୍ତି ଯାହା ତାମିଲନାଡ଼ୁରେ ତାଙ୍କର ବିକାଶମୂଳକ ପ୍ରକଳ୍ପ ଉପରେ କାମରୁ ସୂଚନା ମିଳିଥାଏ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।