ବାଘମାନେ-କୁଆଡ଼େ-ଯିବେ

Wardha, Maharashtra

Jan 25, 2019

ବାଘମାନେ କୁଆଡ଼େ ଯିବେ ?

ବିଦର୍ଭରେ ବାଘଙ୍କ ଚରାଭୂଇଁ ସଙ୍କୁଚିତ ହେଉଛି କିନ୍ତୁ ବାଘ ସଂଖ୍ୟା ବଢ଼ୁଛି। ଭିତ୍ତିଭୂମି ପ୍ରକଳ୍ପ ପାଇଁ ଏହା ହେବାରେ ଲାଗିଛି। ତେଣୁ ଏହି ଜୀବମାନେ ଗାଁ ଭିତରକୁ ପଶି ଆସୁଛନ୍ତି, ଯେଉଁଠି ସେମାନଙ୍କ ଉପରେ ଆକ୍ରମଣ ବଢ଼ୁଛି। ଏହାର କୌଣସି ସମାଧାନ ମଧ୍ୟ ଦେଖାଯାଉ ନାହିଁ।

Want to republish this article? Please write to [email protected] with a cc to [email protected]

Author

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।