ବଳପୂର୍ବକ-ବନ୍ଧ୍ୟାକରଣ-ଅକାରଣ-ମୃତ୍ୟୁ

Chittaurgarh, Rajasthan

Jan 07, 2021

ବଳପୂର୍ବକ ବନ୍ଧ୍ୟାକରଣ, ଅକାରଣ ମୃତ୍ୟୁ

ରାଜସ୍ଥାନର ବଂଶୀ ଗ୍ରାମର ଭାବନା ସୁଥରଙ୍କର ବନ୍ଧ୍ୟାକରଣ ପାଇଁ ଆୟୋଜିତ ଏକ କ୍ୟାମ୍ପରେ ବନ୍ଧ୍ୟାକରଣ କରାଇବା ପରେ ମୃତ୍ୟୁ ହୋଇଥିଲା, ଯେଉଁଠାରେ ନିର୍ଦ୍ଧାରିତ ମାନଦଣ୍ଡର ଉପେକ୍ଷା କରାଯାଇଥିଲା ଓ ଏହିପରି ଏକ ବିକଳ୍ପ ବିଷୟରେ ଚିନ୍ତା କରିବାକୁ ମଧ୍ୟ ତାଙ୍କୁ ସମୟ ଦିଆଯାଇ ନଥିଲା । ତାଙ୍କର ସ୍ୱାମୀ ଦିନେଶ ଆଜି ମଧ୍ୟ ନ୍ୟାୟ ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି।

Series Editor

Sharmila Joshi

Illustration

Labani Jangi

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Anubha Bhonsle

ଅନୁଭା ଭୋଁସଲେ୨୦୧୫ର ଜଣେ ପରୀ ଫେଲୋ, ସ୍ୱାଧୀନ ସାମ୍ବାଦିକ ଏବଂ ଆଇସିଏଫ୍‌ଜେ ନାଇଟ୍‌ ଫେଲୋ, ଏବଂ ମଣିପୁରର ଅଶାନ୍ତ ଇତିହାସ ଏବଂ ସଶସ୍ତ୍ର ସେନାବାହିନୀର ବିଶେଷ କ୍ଷମତା ଆଇନର ପ୍ରଭାବ ଉପରେ ଲିଖିତ ‘‘ ମଦର୍ ହ୍ୱେୟାର୍ ଇଜ୍ ମାଇଁ କଣ୍ଟ୍ରିର ପ୍ରଣେତା।

Illustration

Labani Jangi

ଲାବଣୀ ଜାଙ୍ଗୀ ୨୦୨୦ର ଜଣେ ପରୀ ଫେଲୋ ଏବଂ ପଶ୍ଚିମବଙ୍ଗ ନଦିଆରେ ରହୁଥିବା ଜଣେ ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ କୋଲକାତାସ୍ଥିତ ସେଣ୍ଟର ଫର ଷ୍ଟଡିଜ୍‌ ଇନ୍‌ ସୋସିଆଲ ସାଇନ୍ସେସ୍‌ରେ ଶ୍ରମିକ ପ୍ରବାସ ଉପରେ ପିଏଚଡି କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Editor

Hutokshi Doctor

Series Editor

Sharmila Joshi

ଶର୍ମିଳା ଯୋଶୀ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ପୂର୍ବତନ କାର୍ଯ୍ୟନିର୍ବାହୀ ସମ୍ପାଦିକା ଏବଂ ଜଣେ ଲେଖିକା ଓ ସାମୟିକ ଶିକ୍ଷୟିତ୍ରୀ