ବର୍ଦ୍ଧିଷ୍ଣୁ-ଜମି-ଦର-ଅବନତି-ହେଉଥିବା-ଚାଷୀଙ୍କ-ଭାଗ୍ୟ

Guntur, Andhra Pradesh

Mar 04, 2019

ବର୍ଦ୍ଧିଷ୍ଣୁ ଜମି ଦର, ଅବନତି ହେଉଥିବା ଚାଷୀଙ୍କ ଭାଗ୍ୟ

ଆନ୍ଧ୍ରପ୍ରଦେଶର ଗାଁମାନଙ୍କରେ ଯେଉଁଠାରେ ନୂଆ ରାଜଧାନୀ ଅମରାବତୀ ଗଠିତ ହେଉଛି ସେଠାରେ ରିଅଲ ଇଷ୍ଟେଟ୍ ବ୍ୟବସାୟର ଅଭିବୃଦ୍ଧି ଯୋଗୁ କିଛି ଚାଷୀ ବିପୁଳ ପରିମାଣରେ ଲାଭବାନ୍ ହୋଇଛନ୍ତି । ଅଳ୍ପ ଜମି ଥିବା ଚାଷୀମାନେ ସେମାନଙ୍କର ଜମି ହରାଉଛନ୍ତି ଏବଂ ସେମାନଙ୍କ ମଧ୍ୟରେ କ୍ଷୋଭ ବଢୁଛି ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Rahul Maganti

ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାରେ ରହୁଥିବା ରାହୁଲ ମାଗାନ୍ତି ଜଣେ ସ୍ୱାବଲମ୍ବୀ ସାମ୍ବାଦିକ ଏବଂ 2017ର PARI ଫେଲୋ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।