ବନ୍ୟା-ଆମ-ପାଟିରେ-କାଦୁଅ-ଦେଇଗଲା

Adilabad, Telangana

Apr 26, 2019

‘ବନ୍ୟା ଆମ ପାଟିରେ କାଦୁଅ ଦେଇଗଲା’

ଅଗଷ୍ଟ ମାସରେ ଏକ ଭୀଷଣ ବର୍ଷା ଆଦିଲାବାଦ ଜିଲ୍ଲାର ଗ୍ରାମଗୁଡ଼ିକରେ କପା ଫସଲକୁ ନଷ୍ଟ କରିଦେଇଛି। ଏମାନଙ୍କ ମଧ୍ୟରେ ଅନେକ ପ୍ରଥମ ଥର ପାଇଁ କପା ଚାଷ କରିଥିବା ଦଳିତ ଚାଷୀ ଅଛନ୍ତି ଯେଉଁମାନଙ୍କର କୌଣସି ବୀମା ନାହିଁ, କିନ୍ତୁ ଅଧିକ ଋଣ ଅଛି। ବର୍ତ୍ତମାନ ସେମାନେ ପରବର୍ତ୍ତୀ ଫସଲ ପାଇଁ କ୍ଷତିପୂରଣ ଏବଂ ଭାଗ୍ୟ ଉପରେ ଆଶା କରିଛନ୍ତି। ‘

Want to republish this article? Please write to [email protected] with a cc to [email protected]

Author

Harinath Rao Nagulavancha

ହରିନାଥ ରାଓ ନାଗୁଲାବଞ୍ଚା ଜଣେ କମଳା ଚାଷୀ ଏବଂ ତେଲେଙ୍ଗାନାର ନାଲ୍‌ଗୋଣ୍ଡାରେ ରହୁଥିବା ଜଣେ ସ୍ୱାଧୀନ ସାମ୍ବାଦିକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।