ବଙ୍ଗୋପସାଗରରେ-ମାଛଧରା-୨୨

Purba Medinipur, West Bengal

Jun 18, 2019

ବଙ୍ଗୋପସାଗରରେ ମାଛଧରା-୨୨

ଋତୁକାଳୀନ ମାଛ ଧରା ପାଇଁ ଯେଉଁ ମାଛଧରାଳୀମାନେ ବଙ୍ଗୋପସାଗରର ଜନଶୂନ୍ୟ ଦ୍ୱୀପରେ ରହୁଛନ୍ତି ସେମାନେ କହିଲେ ମାଛ ସଂଖ୍ୟା କମୁଥିବା ବେଳେ ପାଣି ନିଶ୍ଚଳ ହୋଇଯାଉଛି ଏବଂ ବଡ଼ ଟ୍ରଲରମାନେ ସେଠାରେ ମାଛ ଧରୁଛନ୍ତି । ଏହାଯୋଗୁ ବାଧ୍ୟହୋଇ ହୁଏତ ସେମାନେ ସେ ସ୍ଥାନ ଛାଡ଼ିବେ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Neha Simlai

ନେହା ସିମଲାଇ ଦିଲ୍ଲୀସ୍ଥିତ ଜଣେ କନସଲଟାଣ୍ଟ, ଯିଏକି ଦକ୍ଷିଣ ଭାଗରେ ଏନଭାଇରୋନମେଣ୍ଟାଲ ସଷ୍ଟେନାବିଲିଟି ଏବଂ କନଜରଭେସନ୍ ବା (ପର୍ଯ୍ୟାବରଣ ସ୍ଥିରତା ଓ ସଂରକ୍ଷଣ) ଉପରେ କାମ କରୁଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।