ବଙ୍ଗଲାମେଡ଼ୁରେ-ମୂଷାମାନଙ୍କ-ସହିତ-ଏକ-ଭିନ୍ନ-ରାସ୍ତାରେ

Thiruvallur, Tamil Nadu

Sep 30, 2020

ବଙ୍ଗଲାମେଡ଼ୁରେ ମୂଷାମାନଙ୍କ ସହିତ ଏକ ଭିନ୍ନ ରାସ୍ତାରେ

ତାମିଲନାଡ଼ୁର ତିରୁଭଲ୍ଲୁର ଜିଲ୍ଲା ଅନ୍ତର୍ଗତ ବଙ୍ଗଲାମେଡ଼ୁ ବସ୍ତିରେ ରହୁଥିବା ଇରୁଲା ନାମକ ଆଦିବାସୀ ସମୁଦାୟ ପାଇଁ ମୂଷା ଧରିବା ଏକ ନିୟମିତ କାର୍ଯ୍ୟକଳାପ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ମୂଷା ମାଂସ ଖାଇଥାନ୍ତି, ସେମାନଙ୍କ ପିଲାମାନେ ଖୁବ ଆଗ୍ରହର ସହିତ ମୂଷାଛୁଆ ପାଳିଥାନ୍ତି

Want to republish this article? Please write to [email protected] with a cc to [email protected]

Author

Smitha Tumuluru

ସ୍ମିତା ଟୁମୁଲୁରୁ ବେଙ୍ଗାଲୁରରେ ରହୁଥିବା ଜଣେ ପ୍ରାମାଣିକ ଫଟୋଗ୍ରାଫର। ସେ ଗ୍ରାମୀଣ ଜୀବନକୁ ନେଇ ରିପୋର୍ଟିଂ ଓ ଦସ୍ତାବିଜ ପ୍ରସ୍ତୁତ କରିଥାନ୍ତି ଯାହା ତାମିଲନାଡ଼ୁରେ ତାଙ୍କର ବିକାଶମୂଳକ ପ୍ରକଳ୍ପ ଉପରେ କାମରୁ ସୂଚନା ମିଳିଥାଏ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।