ବଙ୍ଗଲାମେଦୁ-ମହିଳାମାନଙ୍କ-ପାଇଁ-କାମ-କାହିଁ-

Thiruvallur, Tamil Nadu

Feb 03, 2021

ବଙ୍ଗଲାମେଦୁ: ‘ମହିଳାମାନଙ୍କ ପାଇଁ କାମ କାହିଁ ?’

ତାମିଲନାଡୁର ତିରୁବଲୁର ଜିଲ୍ଲାରେ ଥିବା ବଙ୍ଗଲାମେଦୁ ପଡ଼ାର ଇରୁଲା ମହଳାମାନେ ଏମ୍‌ଜିଏନ୍‌ଆର୍‌ଇଜିଏ ଉପରେ ଖୁବ୍‌ ନିର୍ଭରଶୀଳ। କିନ୍ତୁ ଖୁବ୍‌ କମ୍‌ କାର୍ଯ୍ୟଦିବସ, ବିଳମ୍ବିତ ପାରିଶ୍ରମିକ ଏବଂ ଅଜଣା ଡିଜିଟାଇଜେସନ ପ୍ରକ୍ରିୟା ସେମାନଙ୍କୁ ବଡ଼ ସମସ୍ୟାରେ ପକାଉଛି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Reporter

Smitha Tumuluru

ସ୍ମିତା ଟୁମୁଲୁରୁ ବେଙ୍ଗାଲୁରରେ ରହୁଥିବା ଜଣେ ପ୍ରାମାଣିକ ଫଟୋଗ୍ରାଫର। ସେ ଗ୍ରାମୀଣ ଜୀବନକୁ ନେଇ ରିପୋର୍ଟିଂ ଓ ଦସ୍ତାବିଜ ପ୍ରସ୍ତୁତ କରିଥାନ୍ତି ଯାହା ତାମିଲନାଡ଼ୁରେ ତାଙ୍କର ବିକାଶମୂଳକ ପ୍ରକଳ୍ପ ଉପରେ କାମରୁ ସୂଚନା ମିଳିଥାଏ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।