ପ୍ଲାଷ୍ଟିକ୍‌-ଗ୍ରହରେ-ଅକ୍ଳାନ୍ତ-ପରିଶ୍ରମ-ଆଉ-ମରିଯାଉଥିବା-ସ୍ୱପ୍ନ

Mumbai, Maharashtra

Apr 20, 2022

ପ୍ଲାଷ୍ଟିକ୍‌ ଗ୍ରହରେ ଅକ୍ଳାନ୍ତ ପରିଶ୍ରମ ଆଉ ମରିଯାଉଥିବା ସ୍ୱପ୍ନ

ମୁମ୍ବାଇର ଧରାବିର ରିସାଇକ୍ଲିଂ ସେକ୍ଟରରେ କର୍ମଚାରୀମାନେ ପ୍ରତିଦିନ ସହରରେ ଉତ୍ପନ୍ନ ହେଉଥିବା ବର୍ଜ୍ୟର ଏକ ବିଶାଳ ଭାଗ, ପ୍ରାୟ ୧୦,୦୦୦ଟନ୍‌ରୁ ଅଧିକ ବର୍ଜ୍ୟର ପ୍ରକ୍ରିୟାକରଣ କରିଥାନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sharmila Joshi

ଶର୍ମିଳା ଯୋଶୀ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ପୂର୍ବତନ କାର୍ଯ୍ୟନିର୍ବାହୀ ସମ୍ପାଦିକା ଏବଂ ଜଣେ ଲେଖିକା ଓ ସାମୟିକ ଶିକ୍ଷୟିତ୍ରୀ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।