ପ୍ରତ୍ୟେକ-ସଫଳ-ମହିଳାଙ୍କ-ପଛରେ-ଅନେକ-ମହିଳା

Bageshwar, Uttarakhand

Aug 20, 2018

ପ୍ରତ୍ୟେକ ସଫଳ ମହିଳାଙ୍କ ପଛରେ ଅନେକ ମହିଳା

କିଶୋରୀ ବୟସରେ ବୈଧବ ଏବଂ କୌଣସି ସ୍ଥିର ସ୍କୁଲ୍ ଶିକ୍ଷା ନଥାଇ ବି ବାସନ୍ତି ସାମନ୍ତ ମହିଳାମାନଙ୍କୁ କୋଶି ନଦୀକୁ ବଞ୍ଚାଇବା , ଜଙ୍ଗଲ ସୁରକ୍ଷା , ଦୁର୍ବ୍ୟବହାରକୁ ପ୍ରତିରୋଧ କରିବା ପାଇଁ ଏକତ୍ରିତ କରି କୁମାଉଁର କୌସାନି ଗାଁରେ ନିଜକୁ ଜଣେ ଦୃଢ଼ ନେତ୍ରୀଭାବରେ ପ୍ରତିଷ୍ଠିତ କରି ପାରିଛନ୍ତି।

Want to republish this article? Please write to [email protected] with a cc to [email protected]

Author

Apekshita Varshney

ଲେଖକ ପରିଚିତି: ଆପେକ୍ଷିତା ବର୍ଷନେ ମୁମ୍ବାଇର ଜଣେ ମୁକ୍ତବୃତ୍ତ ଲେଖିକା।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।