ପ୍ରତିଶ୍ରୁତି-ଅନୁସାରେ-ରାଜ୍ୟ-ଆମକୁ-ନିଯୁକ୍ତି-ଦେଉ

Guntur, Andhra Pradesh

Apr 23, 2019

‘ପ୍ରତିଶ୍ରୁତି ଅନୁସାରେ ରାଜ୍ୟ ଆମକୁ ନିଯୁକ୍ତି ଦେଉ’

ଅମରାବତୀ ପାଇଁ ଆନ୍ଧ୍ର ସରକାର ଜମି ନେବା ପରେ, ଅନେକ ଭୂମିହୀନ ଗ୍ରାମବାସୀ ଚାଷ କାମ ହରାଇଲେ, ଯୁବକମାନେ କ୍ରିଷ୍ଣା ନଦୀ ନିକଟରେ ବାଲି ଖାଦାନରେ କାମ କରିବାକୁ ବାଧ୍ୟ ହେଲେ, ଆଉ ମହିଳାମାନେ ବେରୋଜଗାର ହୋଇଗଲେ

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Rahul Maganti

ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାରେ ରହୁଥିବା ରାହୁଲ ମାଗାନ୍ତି ଜଣେ ସ୍ୱାବଲମ୍ବୀ ସାମ୍ବାଦିକ ଏବଂ 2017ର PARI ଫେଲୋ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।