ପେରୁଭେମ୍ବା-ନିଜର-ତାଳ-ବଜାୟ-ରଖିବା-ଲାଗି-କରୁଛି-ସଂଘର୍ଷ

Palakkad, Kerala

Mar 30, 2021

ପେରୁଭେମ୍ବା : ନିଜର ତାଳ ବଜାୟ ରଖିବା ଲାଗି କରୁଛି ସଂଘର୍ଷ

କୋଭିଡ-19 ଲକଡାଉନରେ ବିକ୍ରି ନହେବା, ଏବଂ ନିଜ ମୃଦଙ୍ଗ ଲାଗି କଞ୍ଚା ଚମଡ଼ା କିଣିବା ପାଇଁ ସମସ୍ୟା କାରଣରୁ କେରଳର ପେରୁଭେମ୍ବା ଗ୍ରାମର କଡ଼ଚୀ କୋଲ୍ଲନ ବାଦ୍ୟଯନ୍ତ୍ର ନିର୍ମାତାମାନଙ୍କୁ ସ୍ଥିର ଆୟ ମିଳିପାରୁନାହିଁ

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

K.A. Shaji

କେ.ଏ. ଶାଜୀ କେରଳରେ ଅବସ୍ଥାପିତ ଜଣେ ସାମ୍ବାଦିକ। ସେ ମାନବାଧିକାର, ପରିବେଶ, ଜାତି, ବଞ୍ଚିତ ସମୁଦାୟ ଏବଂ ଜୀବନଜୀବିକା ଉପରେ ଖବର ପ୍ରକାଶ କରିଥାନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।