ପୁରୁଣା-ମଦୁରାଇର-ପ୍ରମୁଖ-କାହାଣୀକାର

Madurai, Tamil Nadu

Dec 12, 2018

ପୁରୁଣା ମଦୁରାଇର ପ୍ରମୁଖ କାହାଣୀକାର

୬୦ ବର୍ଷୀୟ ପୋନ୍ ହରିଚନ୍ଦ୍ରନ୍ ତାଙ୍କର କିଲାକୁୟିଲକୁଡ଼ି ଗାଁ ଓ ମଦୁରାଇର ପୁରୁଣା ରାଜ୍ୟ ସହ ଶହ ଶହ ବର୍ଷ ଧରି ଜଡ଼ିତ କାହାଣୀର ସଂରକ୍ଷକ । ଏହି କାମ କରିବାରେ ତାଙ୍କ ପରି ଖୁବ୍ କମ୍ ଲୋକ ରହିଯାଇଛନ୍ତି ।

Want to republish this article? Please write to [email protected] with a cc to [email protected]

Author

Kavitha Muralidharan

କବିତା ମୁରଲୀଧରନ୍ ହେଉଛନ୍ତି ଚେନ୍ନାଇସ୍ଥିତ ଜଣେ ମୁକ୍ତବୃତ୍ତି ସାମ୍ବାଦିକା ଏବଂ ଅନୁବାଦିକା । ସେ ପୂର୍ବରୁ ‘ଇଣ୍ଡିଆ ଟୁଡେ’ (ତାମିଲ)ର ଜଣେ ସଂପାଦିକା ଥିଲେ ଏବଂ ତା’ ପୂର୍ବରୁ ‘ଦ ହିନ୍ଦୁ’(ତାମିଲ)ର ରିପୋର୍ଟିଂ ବିଭାଗର ମୁଖ୍ୟ ଥିଲେ । ସେ ଜଣେ ପରୀ ସ୍ୱେଚ୍ଛାସେବୀ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।