ପିଥୋରଗଡ଼-ପର୍ବତରେ-ସୁନାର-ଭିଡ

Pithoragarh, Uttarakhand

Aug 10, 2018

ପିଥୋରଗଡ଼ ପର୍ବତରେ ସୁନାର ଭିଡ

କ୍ୟାଟରପିଲାର ଛତୁ ଆକର୍ଷଣୀୟ। ଏହାର ବେଆଇନ୍ ବିକ୍ରି ଉତ୍ତରାଖଣ୍ଡର ଉଚ୍ଚ ପାର୍ବତ୍ୟାଞ୍ଚଳରେ ଥିବା କିଛି ଗାଁକୁ ସମୃଦ୍ଧ କରିଛି। କିନ୍ତୁ ଏହା କେତେକ ବିବାଦର କାରଣ ହୋଇଛି ଏବଂ ପର୍ବତର ଉଚ୍ଚ ସ୍ଥାନରେ ଥିବା ସମତଳ ଘାସୁଆ ଅଞ୍ଚଳର ପର୍ଯ୍ୟାବରଣ ଉପରେ ନକରାତ୍ମକ ପ୍ରଭାବ ପକାଇଛି

Want to republish this article? Please write to [email protected] with a cc to [email protected]

Author

Arpita Chakrabarty

ଲେଖକ ପରିଚୟ: ଅର୍ପିତା ଚକ୍ରବର୍ତ୍ତୀ ଜଣେ କୁମାଓନ ଭିତ୍ତିକ ମୁକ୍ତବୃତ୍ତ ସାମ୍ବାଦିକା ଏବଂ ୨୦୧୭ର ପରୀ ବ୍ୟକ୍ତିବିଶେଷ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।