ପାଲଘରରେ-ମହାମାରୀର-ମୂଲ୍ୟ

Palghar, Maharashtra

Jun 29, 2021

ପାଲଘରରେ, ମହାମାରୀର ମୂଲ୍ୟ

ଗ୍ରାମୀଣ ମହାରାଷ୍ଟ୍ରରେ ଏକ ସରକାରୀ ଡାକ୍ତରଖାନା ବାହାରେ ହୋହଲ୍ଲା ଚାଲିଛି, ଯେଉଁଠି କୋଭିଡ ମୁକାବିଲା ଲାଗି ଜିଲ୍ଲାର ବିପର୍ଯ୍ୟସ୍ତ ବ୍ୟବସ୍ଥା କାରଣରୁ ଅନେକ ପରିବାର-ଯେଉଁମାନଙ୍କ ମଧ୍ୟରେ ଅନେକ ଆଦିବାସୀ ସମୁଦାୟ ମଧ୍ୟ ରହିଛନ୍ତି-ସେମାନେ ନିଜ ପ୍ରିୟଜନଙ୍କ ପାଇଁ ଶଯ୍ୟା ସନ୍ଧାନ କରୁଛନ୍ତି କିମ୍ବା ସେମାନଙ୍କର ମୃତ୍ୟୁର ଶୋକରେ ବୁଡ଼ି ରହିଛନ୍ତି।

Want to republish this article? Please write to [email protected] with a cc to [email protected]

Author

Shraddha Agarwal

ଶ୍ରଦ୍ଧା ଅଗ୍ରୱାଲ୍‌ ପିପୁଲ୍‌ସ ଆର୍କିଭ୍‌ ଅଫ୍‌ ରୁରାଲ୍‌ ଇଣ୍ଡିଆରେ ରିପୋର୍ଟର ଓ କଣ୍ଟେଣ୍ଟ ଏଡିଟର୍‌ ଭାବେ କାମ କରନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Editor

Sharmila Joshi

ଶର୍ମିଳା ଯୋଶୀ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ପୂର୍ବତନ କାର୍ଯ୍ୟନିର୍ବାହୀ ସମ୍ପାଦିକା ଏବଂ ଜଣେ ଲେଖିକା ଓ ସାମୟିକ ଶିକ୍ଷୟିତ୍ରୀ