ପାତ୍ରପୁଟର-ଦେଶୀ-ବିହନର-ସଂରକ୍ଷକ

Koraput, Odisha

Jun 28, 2019

ପାତ୍ରପୁଟର ଦେଶୀ ବିହନର ସଂରକ୍ଷକ

ପୂର୍ବରୁ ଚଳିତବର୍ଷ ଓଡ଼ିଶାର କୋରାପୁଟ ଜିଲ୍ଲାର କମଳା ପୁଜାରୀ ବିହନ ସଂରକ୍ଷଣ ଦିଗରେ ତାଙ୍କର କାମ ଯୋଗୁଁ ପଦ୍ମଶ୍ରୀ ପୁରସ୍କାର ବିଜୟୀ ହୋଇଛନ୍ତି । ତାଙ୍କ ଗାଁରେ ଧାନର ବିଭିନ୍ନ ପ୍ରଜାତି ନିଶ୍ଚିହ୍ନ ହୋଇଯାଇଥିବା ବେଳେ ସେ ଏହି କଠିନ କାର୍ଯ୍ୟ କରିଛନ୍ତି ।

Want to republish this article? Please write to [email protected] with a cc to [email protected]

Author

Harinath Rao Nagulavancha

ହରିନାଥ ରାଓ ନାଗୁଲାବଞ୍ଚା ଜଣେ କମଳା ଚାଷୀ ଏବଂ ତେଲେଙ୍ଗାନାର ନାଲ୍‌ଗୋଣ୍ଡାରେ ରହୁଥିବା ଜଣେ ସ୍ୱାଧୀନ ସାମ୍ବାଦିକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।